Surprise Me!

କଂଗ୍ରେସର ଆଉ ଜଣେ ବିଶ୍ୱାସଘାତକ | Odisha Congress | THE Quiver

2022-07-20 0 Dailymotion

ମୋକିମଙ୍କ ପରେ ଆଉ ଜଣେ । ଖାଲି ମୋକିମ ଦଳକୁ ପଛରୁ ଛୁରା ମାରିନାହାନ୍ତି, ଆଉ ଜଣେ ବି ମାରିଛନ୍ତି । ସେ ୟୁପିଏର ପ୍ରାର୍ଥୀଙ୍କୁ ଛାଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି । କଂଗ୍ରେସର କିଏ ସେ ବିଧାୟକ? ଏବେ ଖୋଜା ଚାଲିଛି । ଯିଏ ଦଳୀୟ ହୁଇପରୁ ବାହାରି ମାଟିର ଝିଅକୁ ଦେଇଛନ୍ତି ଭୋଟ୍? ସେ ମାଟିର ଝିଅ ହିସାବରେ ଦେଇଛନ୍ତି ନା ନବୀନଙ୍କ ହୁଇପରେ ଦେଇଛନ୍ତି, ତାହା ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ । କଂଗ୍ରେସରେ କିଏ ସେହି ବିଶ୍ୱାସଘାତକ? ତାକୁ ନେଇ ଏବେ ସବୁଠ ଚର୍ଚ୍ଚା । ଦେଖନ୍ତୁ ଏହି ରିପୋର୍ଟ...
#thequiver Indian National Congress - Odisha #mahammadmokim #odishanews #presidentialelection2022 #odisha #bhubaneswar

Get Touch With Us!

Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/

Buy Now on CodeCanyon